ପାଓ ଦ୍ଵାରା ଫୋଟଗ୍ରlଫର ସମ୍ବର୍ଦ୍ଧିତ
ଓଡିଶା ଫୋଟ ଗ୍ରlପର ଆସୋସିଏସନ (ପାଓ)ଦ୍ବାରା ଭୁବନେଶ୍ବର ସୋଆ ୟୁନିଭରସିଟି ଫଟୋ ଏକସପା ୨୦୨୨ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଫଟୋ ଗ୍ରlପର ଆସୋସିଏସନର ସଭାପତି ତଥା କୋଷାଗୁମୁଡା ସଦର ମହକୁମାର ଫଟୋ ଗ୍ରlପର ପ୍ରଣବ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଓ ନବରଙ୍ଗପୁର ର ବରିଷ୍ଠ ଫଟୋ ଗ୍ରlପର ଡି ରାମl ରାଜୁ ଙ୍କୁ ମଧ୍ଯ ସମ୍ବର୍ଦ୍ଧନା କରାଯାଇଥିଲା l ଏଣୁ ଜିଲ୍ଲା ବାସୀ ଙ୍କୁ ଶ୍ରେୟ ଦେଇଛନ୍ତି l ଆଗାମୀ ଦିନରେ ମଧ୍ୟ ନବରଙ୍ଗପୁର ଜିଲ୍ଲା ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେଇଠି ସମସ୍ତ ଫଟୋ ଗ୍ରlପର ମାନେ ଯୋଗ ଦେବେ ବୋଲି ଜିଲ୍ଲା ସଭାପତି ପଟ୍ଟନାୟକ କହିଛନ୍ତି I ନବରଙ୍ଗପୁର ଜିଲ୍ଲା ର ପ୍ରଣବ ପଟ୍ଟନାୟକ ଓ ସୁଶାନ୍ତ ବେହେରା ଙ୍କ ନେତୃତ୍ଵରେ ତିରିଶ ଜଣ ଫଟୋ ଗ୍ରlପର ଭୁବନେଶ୍ବର ରେ ଯୋଗ ଦେଇଥିଲେ l

Post a Comment