ଗଞ୍ଜେଇ ମାଫିଆଙ୍କ ୪କୋଟିର ସମ୍ପତ୍ତିକୁ ଜବତ କଲା ପୋଲିସ


ନବରଙ୍ଗପୁର ଜିଲ୍ଲାରୁ ଜଗନ୍ନାଥ ନାୟକଙ୍କ ରିପୋର୍ଟ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଉକିଆପାଲୀ ପଞ୍ଚାୟତ ଅନ୍ତର୍ଗତ ପନାରାଗୁଡାଠାରେ ଆଜି କପିଟେଣ୍ଟ ଅଥରୀଟି କଲିକତାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ମାଫିଆଙ୍କ ୪କୋଟିର ସମ୍ପତ୍ତିକୁ ଜବତ କଲା ପୋଲିସ । ଜିଲ୍ଲାର ତିନି ଗଞ୍ଜେଇ ମାଫିଆଙ୍କ କୋଟି ୭୭ଲକ୍ଷ ଟଙ୍କାର ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତି ଜବତ କଲା ନବରଙ୍ଗପୁର ପୋଲିସ ଆଜି ନବରଙ୍ଗପୁର ପୋଲିସ ୩ ଜଣ ଗଞ୍ଜେଇ ମାଫିଆଙ୍କ ସମେତ ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଅସ୍ଥାବର ଜବତ ସିଲ କଲା ପୋଲିସ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଜିଲ୍ଲା ତଥା ପୋଡ଼ାଶୀ ଜିଲ୍ଲା ଏବଂ ପୋଡ଼ଶୀ ରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଇଁ ଚୋରାଭୂମି ପାଲଟି ଯାଇଥିଲା ନବରଙ୍ଗପୁର ଜିଲ୍ଲାଜିଲ୍ଲା ତଥା ପୋଡ଼ାଶୀ ଜିଲ୍ଲାରୁ କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର ବାହାର ରାଜ୍ୟକୁ ଗଞ୍ଜେଇ କାରବାର ଚାଲିଥିବା ବେଳେ ନବରଙ୍ଗପୁର ଦେଇ ମାଫିଆ ମାନେ ବିଭିନ୍ନ ଉପାୟ ରେ ଗଞ୍ଜେଇ କାରବାର କରୁଥିଲେଅନେକ ସମୟରେ ପୋଲିସ ଗଞ୍ଜେଇ ଚୋରାଚାଲାଣ ବେଳେ ବ୍ୟବହୁତ ଗାଡିଗୁଡିକୁ ଜବତ କରି ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଥିଲେ ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ  ଗତ କିଛି ବର୍ଷ ପୂର୍ବେ ଏକ ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା ଲକଡାଉନ ସମୟରେ ଏହି ମାଫିଆମାନେ ସକ୍ରିୟ ରହି ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିଲା ।  ଯାହା ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଥିଲେ ମାଫିଆ ସଜାଗ ହୋଇଥିଲା ନବରଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଗଞ୍ଜେଇକୁ ଜବତ କରିଥିବା ସହ ମାଫିଆଙ୍କ ବ୍ୟବହୁତ ଗାଡିଗୁଡିକୁ ଜବତ କରିଥିଲା ଏହାସହ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛି ନବରଙ୍ଗପୁର ପୋଲିସଏଥିପାଇଁ ମାଫିଆଙ୍କ କଳା କାରବାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇ ସମ୍ପତ୍ତି ଜବତ କରିଛି ନବରଙ୍ଗପୁର ପୋଲିସ ଆଜି କପିଟେଣ୍ଟ ଅଥରୀଟି କଲିକତାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ମାଫିଆ ସମେତ ୮ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଅସ୍ଥାବର ବ୍ୟାଙ୍କ ଜମାଖାତା, ଜମିଘର ଡିହ ଓ ଘର ପ୍ରଭୃତି ପ୍ରାୟ ୪କୋଟିର ସମ୍ପତ୍ତିକୁ ଜବତ କଲା ନବରଙ୍ଗପୁର ପୋଲିସ । ଓଡିଶାରେ ପ୍ରଥମଥର ପାଇଁ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଏହିଭଳି ଦୃଢ ପଦକ୍ଷେପ ନେଇଛି ନବରଙ୍ଗପୁର ପୋଲିସ

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.