ଫସଲ ଅମଳ ଦିବସ ପାଳିତ


ନବରଙ୍ଗପୁରରୁ ଜଗନ୍ନାଥ ନାୟକଙ୍କ ରିପୋର୍ଟ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ପଞ୍ଚାୟତ ଡୁମାଦେଇ ଠାରେ ଆଜି ପାୟୋନିୟରକମ୍ପାନି ପକ୍ଷରୁ ମକାଫସଲ ଅମଳଦିବସ ପାଳିତ ହୋଇଯାଇଛି କୋରନା କଟକଣା ଭିତରେ ସମସ୍ତ ନିୟମକୁ ଆଧାର କରି ଏହି ଫସଲ ଅମଳ ଦିବସ ଆୟୋଜନ କରାଯାଇଥିଲା ସରକାରୀ ନିୟମ ଅନୁସାରେ, ଉପସ୍ଥିତ ଚାଷୀଙ୍କ ମଧ୍ୟରେ ପ୍ରଥମେ ସମାଜିକ ଦୂରତା ରକ୍ଷା ସହିତ ଉପସ୍ଥିତ ସମସ୍ତ ଚାଷୀମାନଙ୍କୁ ମାସ୍କବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା ଏଥିସହ କରନା ପ୍ରତି ସଚେତନ ବାର୍ତା କମ୍ପାନୀ ପକ୍ଷରୁ ପ୍ରେରଣ କରଯାଇଥିଲା ଚାଷୀମାନଙ୍କୁ କମ୍ପାନୀ ପକ୍ଷରୁ ସାନିଟାଇଜର ମାସ୍କ ପ୍ରଦାନ କରଯାଇଥିଲା କମ୍ପାନିର ପି୩୪୦୧ଶଙ୍କର ଜାତୀୟ ମକାର ଗୁଣବତ୍ତା ଅନ୍ୟମକା  ଅପେକ୍ଷା ଏକରକୁ ୫ରୁ୮ କୁଇଣ୍ଟାଲ ଅଧିକ ଅମଳହେବା ବିଷୟରେ କମ୍ପାନୀ ପକ୍ଷରୁ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା । ଦେଶୀ ଅପେକ୍ଷା ପାୟୋନିୟରକମ୍ପାନି ହାଇବ୍ରିଡ ବିହନ ଲଗାଇଲେ କିଭଳି ଅଧିକରୁ ଅଧିକ ଅମଳ କିଭଳି ଚାଷୀ ପାଇପାରିବେ ସେନେଇ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ କମ୍ପାନିର ସମସ୍ତ ଏମଡିଆର କ୍ଷେତ୍ରୀୟଅଧିକାରୀ ସୌମ୍ୟକାନ୍ତ ହୋତା ପ୍ରଶାନ୍ତ କୁମାର ନାୟକ ସମେତ ଅଞ୍ଚଳର ବହୁ ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Post a Comment

[disqus]

Author Name

Contact Form

Name

Email *

Message *

Powered by Blogger.