(କୋଡିଙ୍ଗା ଗଣେଶ ଗ୍ରୁପ ପୂଜା କମିଟିରେ ପୂଜାପାଉଥିବା ବିଘ୍ନରାଜ)
୨।୯: ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ।ଅଭିବକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅଂଚଳରେ କେଉଁଠି ସୁଉଚ୍ଚ ତୋରଣ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ଶୋଭା ପାଉଛନ୍ତି । ତା ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ପୂଜା ମାହୋଲକୁ ଆହୁରି ରଙ୍ଗୀନ କରିଛି । 
Post a Comment